የYouVersion አርማ
የፍለጋ አዶ

ମାର୍କଲିଖିତ ସୁସମାଚାର 16:4-5

ମାର୍କଲିଖିତ ସୁସମାଚାର 16:4-5 ODCLBSI

କିନ୍ତୁ ସେମାନେ ଚାହିଁ ଦେଖିଲେ, ପଥରଟି ଗଡ଼ାଇ ଦିଆଯାଇଛି। ପୁଣି କବର ଭିତରକୁ ଯାଇ ଦେଖିଲେ ଯେ ସେଠାରେ ଶୁକ୍ଲବସ୍ତ୍ର ପରିହିତ ଜଣେ ଯୁବକ କବରର ଦକ୍ଷିଣ ପାଶ୍ୱର୍ରେ ବସିଛନ୍ତି। ଏସବୁ ଦେଖି ସେମାନେ ଭୟଭୀତ ହେଲେ।

Video for ମାର୍କଲିଖିତ ସୁସମାଚାର 16:4-5