የYouVersion አርማ
የፍለጋ አዶ

ମାଥିଉଲିଖିତ ସୁସମାଚାର 27:51-52

ମାଥିଉଲିଖିତ ସୁସମାଚାର 27:51-52 ODCLBSI

ସେହି ସମୟରେ ମନ୍ଦିରରେ ଝୁଲୁଥିବା ପର୍ଦ୍ଦା ଉପରୁ ତଳ ଯାଏ ଦୁଇ ଖଣ୍ଡ ହୋଇ ଚିରିଗଲା। ଭୂମିକମ୍ପ ହେଲା, ପାହାଡ଼ଗୁଡ଼ିକ ଫାଟିଗଲା। ଏବଂ କବର ଖୋଲିଯାଇ ଅନେକ ଧାର୍ମିକ ମୃତ ବ୍ୟକ୍ତି ପୁନର୍ଜୀବିତ ହେଲେ।