የYouVersion አርማ
የፍለጋ አዶ

ମାଥିଉଲିଖିତ ସୁସମାଚାର 22:37-39

ମାଥିଉଲିଖିତ ସୁସମାଚାର 22:37-39 ODCLBSI

ଯୀଶୁ କହିଲେ, “ତୁମ ପ୍ରଭୁ ଈଶ୍ୱରଙ୍କୁ ସମ୍ପୂର୍ଣ୍ଣ ହୃଦୟ, ସମ୍ପୂର୍ଣ୍ଣ ଆତ୍ମା ଓ ସମ୍ପୂର୍ଣ୍ଣ ମନ ଦେଇ ପ୍ରେମ ଭକ୍ତି କର। ଏହା ହେଉଛି ସବୁଠାରୁ ବଡ଼ ଓ ଶ୍ରେଷ୍ଠ ଆଜ୍ଞା। “ଦ୍ୱିତୀୟ ଶ୍ରେଷ୍ଠ ଆଜ୍ଞା ହେଉଛି, ତୁମ ପଡ଼ୋଶୀକୁ ଆତ୍ମତୁଲ୍ୟ ପ୍ରେମ କର।

Video for ମାଥିଉଲିଖିତ ସୁସମାଚାର 22:37-39