የYouVersion አርማ
የፍለጋ አዶ

ମାଥିଉଲିଖିତ ସୁସମାଚାର 12:36-37

ମାଥିଉଲିଖିତ ସୁସମାଚାର 12:36-37 ODCLBSI

“ତୁମେ କହିଥିବା ପ୍ରତ୍ୟେକ ଅସାର କଥା ପାଇଁ ବିଚାର ଦିନରେ ତୁମକୁ କୈଫିୟତ୍ ଦେବାକୁ ପଡ଼ିବ। “ତୁମ କଥା ଦ୍ୱାରା ତୁମେ ବିଚାରିତ ହୋଇ ନିର୍ଦ୍ଦୋଷ ବା ଦୋଷୀ ସାବ୍ୟସ୍ତ ହେବ।”