1
ମାଥିଉଲିଖିତ ସୁସମାଚାର 8:26
ପବିତ୍ର ବାଇବଲ (CL) NT (BSI)
ଯୀଶୁ ଉତ୍ତର ଦେଲେ, “କାହିଁକି ଏଡ଼େ ଭୟଭୀତ ହେଉଛ? ତୁମେ ସବୁ କ’ଣ ଏଡ଼େ ଅଳ୍ପ ବିଶ୍ୱାସୀ?” ତା’ପରେ ସେ ଉଠି ପବନ ଓ ଲହରୀକୁ ସୁସ୍ଥିର ହେବା ପାଇଁ ଆଦେଶ ଦେଲେ। ସଙ୍ଗେ ସଙ୍ଗେ ସବୁ ଶାନ୍ତ ହୋଇଗଲା।
አወዳድር
{{ጥቅስ}} ያስሱ
2
ମାଥିଉଲିଖିତ ସୁସମାଚାର 8:8
ସେନାପତି କହିଲା, “ନା, ପ୍ରଭୁ, ଆପଣ ମୋ’ ଘରକୁ ଆସିବେ, ମୁଁ ଏହାର ଯୋଗ୍ୟ ନୁହେଁ। ଆପଣ କେବଳ ପଦଟିଏ କହି ଦିଅନ୍ତୁ, ମୋ’ କର୍ମଚାରୀ ଭଲ ହୋଇଯିବ।
3
ମାଥିଉଲିଖିତ ସୁସମାଚାର 8:10
ଯୀଶୁ ଏହା ଶୁଣି ଆଶ୍ଚଯ୍ୟ ହେଲେ ଓ ତାଙ୍କ ଅନୁସରଣକାରୀମାନଙ୍କୁ କହିଲେ, “ମୁଁ ସତ କହୁଛି, ଇଶ୍ରାୟେଲର କୌଣସି ଲୋକଠାରେ ଏ ଲୋକ ପରି ବିଶ୍ୱାସ ମୁଁ ଦେଖି ନାହିଁ।
4
ମାଥିଉଲିଖିତ ସୁସମାଚାର 8:13
ଯୀଶୁ ସେନାପତିଙ୍କୁ କହିଲେ, “ଘରକୁ ଯାଅ। ତୁମେ ଯାହା ବିଶ୍ୱାସ କରୁଛ, ତାହାହିଁ ଘଟିବ।” ଠିକ୍ ସେହି ସମୟରେ ସେନାପତିଙଙ୍କର କର୍ମଚାରୀଟି ସୁସ୍ଥ ହେଇଗଲା।
5
ମାଥିଉଲିଖିତ ସୁସମାଚାର 8:27
ଏଥିରେ ସମସ୍ତେ ବିସ୍ମିତ ହେଲେ। ସେମାନେ ପରସ୍ପର କଥାବାର୍ତ୍ତା ହେଲେ “ଏ କିପରି ଲୋକ? ପବନ ଓ ଲହରୀ ମଧ୍ୟ ତାଙ୍କ ଆଦେଶ ମାନୁଛନ୍ତି।”
Home
Bible
Plans
Videos